Odiapua.com

ବିଜେପି କାର୍ଯ୍ୟକର୍ତ୍ତାଙ୍କର ନିଲମ୍ବନ ପ୍ରତ୍ୟାହାର

ଭୁବନେଶ୍ୱର ୧୬-୧ (ଓଡ଼ିଆ ପୁଅ) ୨୦୧୭ ପଚାଂୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନ ସମୟରେ ନିଲମ୍ବିତ ହୋଇଥିବା ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କର ନିଲମ୍ବନକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ପ୍ରତ୍ୟାହାର କରାଗଲା।