ବିଜେପିରେ ବିଭ୍ରାଟ: Ex- ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କୁ Ex- ସଂଖ୍ୟାଲଘୁ ସେଲ୍ ସଭାପତିଙ୍କ କଟାକ୍ଷ ..

ଭୁବନେଶ୍ୱର: ଇତି ମଧ୍ୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ପଦାଧିକାରୀ ଟିମ୍ ଘୋଷଣା କରିଦେଇଛନ୍ତି। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କୁ ହଟାଇ ଡ. ଐଶ୍ୱର୍ଯ୍ୟା ବିଶ୍ଵାଳଙ୍କୁ କରାଯାଇଛି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ। ମନମୋହନଙ୍କ ନୂଆ ଟିମରେ ସ୍ମୃତି ପଟ୍ଟନାୟକଙ୍କୁ କେଉଁଠି ସ୍ଥାନ ମିଳିନି। ନୂଆ ଟିମ୍ ଘୋଷଣା ପରଠାରୁ ସ୍ମୃତି ପଟ୍ଟନାୟକ କାହା ସହିତ ସମ୍ପର୍କରୁ ଏକ ପ୍ରକାର ଦୂରେଇ ରହିଥିଲେ। ତେବେ, ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ନେଇ … Continue reading ବିଜେପିରେ ବିଭ୍ରାଟ: Ex- ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କୁ Ex- ସଂଖ୍ୟାଲଘୁ ସେଲ୍ ସଭାପତିଙ୍କ କଟାକ୍ଷ ..