Odiapua.com

ବିଜେଡିର ୧୪ ମୁଖପାତ୍ର;ଜଣେ ମହିଳା

ଭୁବନେଶ୍ୱର;୧୨,ଅକ୍ଟୋବର:ବିଜୁ ଜନତା ଦଳର ମୁଖପାତ୍ର ଭାବରେ ୧୪ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି।ନବୀନ ପଟ୍ଟନାୟକ ଏମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି।ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ,ଦେବୀ ମିଶ୍ର,ପ୍ରତାପ ଦେବ,ପ୍ରଶାନ୍ତ ନନ୍ଦ,ରବି ନନ୍ଦ,ପୁଷ୍ପେନ୍ଦ୍ର ସିଂଦେଓ,ସମୀର ଦାଶ,ସସ୍ମିତ ପାତ୍ର,ଅମର ପଟ୍ଟନାୟକ,ଦେବାଶିଷ ସାମନ୍ତରାୟ,ଅତନୁ ସବ୍ୟସାଚୀ ନାୟକ,ଅରୁଣ ସାହୁ,ସୁଲୋଚନା ଦାସ ଏବଂ ଦେବାଶିଷ ମାରାଣ୍ଡି।ପୂର୍ବରୁ ଅମର ଶତପଥୀଙ୍କୁ ଦାୟୀତ୍ୱ ମୁକ୍ତ କରାଯାଇଛି।/ଦେବଦତ୍ତ