Odiapua.com

ବାହାରେ ଶୌଚ କଲେ ଲାଗିବ ଜରିମାନା

ଭୁବନେଶ୍ୱର ୧୭-୧୧ (ଓଡ଼ିଆ ପୁଅ) ସାବଧାନ୍ ! ଖୋଲାରେ ମଳ ଏବଂ ତ୍ୟାଗ କରୁଥିବା ଲୋକମାନଙ୍କୁ ଏଣିକି ତଣ୍ଡ ଭୋଗିବାକୁ ପଡ଼ିବ। ଅର୍ଥାତ୍ ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏବେ ବିଏମସି ଏକ ନୂଆ ପଦକ୍ଷେପ ନେଇଛି। ଏନେଇ ନୋଟିସ ଜାରି କରିଛି ବିଏମସି। ଏହି ନୋଟିସ୍ ରେ ଦର୍ଶାଯାଇଛିଯେ, ଖୋଲାରେ ପରିସ୍ରା କଲେ ୧୫୦ ଟଙ୍କା ଜରିମାନା ଏବଂ ଖୋଲାରେ ମଳତ୍ୟାଗ କଲେ ୨ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ।