Odiapua.com

ବାଲୁକା କଳାରେ ହରନାଜ ସାନ୍ଧୁ ମିସ ୟୁନିଭର୍ସଙ୍କୁ ଶୁଭେଚ୍ଛା

ନୂଆ ଦିଲ୍ଲୀ ୧୫-୧୨ (ଓଡ଼ିଆ ପୁଅ) ଭାରତର ହରନାଜ ସାନ୍ଧୁ ମିସ ୟୁନିଭର୍ସ ୨୦୨୧ ପ୍ରାପ୍ତ କରିଛନ୍ତି। ଏଥିପାଇଁ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଦେଇଛନ୍ତି। ପୁରୀରେ ବେଳାଭୂମିରେ ଏହି ବାଲୁକା ଚିତ୍ରକଳା ସେ କରିଛନ୍ତି।
– ବିଜୟ ପଟ୍ଟନାୟକ