Odiapua.com

ବାଣୀ ବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର ୨୦-୩ (ଓଡ଼ିଆ ପୁଅ) ଗତକାଲି ବିଳମ୍ବିତ ରାତିରେ ବାଣୀ ବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା କାରଣରୁ ହଷ୍ଟେଲରେ ଗାଡି଼ ପୋଡ଼ିଦେଇଛନ୍ତି ଦୁର୍ବୃତ୍ତ। ଏବେ ବାଣୀବିହାର ଛାତ୍ର ନିବାସରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ସହିଦନଗର ଥାନା ପୋଲିସ ପହଁଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରୁଛି। ତେବେ ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି। ଉତ୍ତେଜନାର କାରଣ କ’ଣ ସେ ନେଇ ଖବର ସଂଗ୍ରହ କରାଯାଉଛି।