Odiapua.com

ବରଗଡ଼ ଏସପି ହେଲେ ପଦ୍ମିନୀ ସାହୁ

ବରଗଡ଼,୨୪/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ବରଗଡ଼ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ଯୁବ ଆଇପିଏସ୍‌ ପଦ୍ମିନୀ ସାହୁ । ଏସପି ମୁକେଶ କୁମାର ଭାମୋଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବରଗଡ଼ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ସୁଦୃଢ କରିବା ସହ କ୍ରାଇମକୁ କିଭଳି ରୋକାଯାଇ ପାରିବ ସେ ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ପଦ୍ମିନୀ ସାହୁ ।