ଭୁବନେଶ୍ୱର : ୨୭/୬ (ଓଡ଼ିଆ ପୁଅ)କେନ୍ଦ୍ର ସରକାର ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ୧୯୫୬ ଆକ୍ଟ (ୟୁଜିସି) ସ୍ଥାନରେ ଭାରତୀୟ ଉଚ୍ଚଶିକ୍ଷା ଆୟୋଗ,୨୦୧୮ ଆଇନ (ଏଚଇସିଆଇ) ଆଣିବାକୁ ଯୋଜନା କରୁଛନ୍ତି।ସରକାରଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ମୁତାବକ ଏହାଦ୍ୱାରା କଲେଜ ଗୁଡ଼ିକୁ ଅଧିକ ସ୍ଵୟାତ୍ତତା ମିଳିବ।ଅନ୍ୟପକ୍ଷରେ ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ ଏହା ଉପରେ ୭ ଜୁଲାଇ ସନ୍ଧ୍ୟା ୫ଟା ସୁଧା ମତାମତ ମାଗିଛି।
ବନ୍ଦ ହୋଇଯିବ ୟୁଜିସି!
