Odiapua.com

ବନ୍ଦ ହେଲା ୧୦ଟି ଗେଟ

ସମ୍ବଲପୁର, ୧୬ା୮(ଓଡ଼ିଶା ପୁଅ/ପଙ୍କଜିନୀ ନାୟକ):  ହୀରାକୁଦ ଡ୍ୟାମର ଆଜି ବନ୍ଦ କରାଯାଇଛି ୧୦ଟି ଗେଟ୍ । ବନ୍ୟାଜଳ ପ୍ରବେଶ ଓ ନିଷ୍କାସନକୁ ଦୃଷ୍ଟିରେ ରଖି ଗେଟକୁ ବନ୍ଦ କରିଦିଆଯାଇଛି । ତେବେ ଏନେଇ ଆଜି ସୂଚନା ଦେଇଛନ୍ତି ଜଳସମ୍ପଦ ସଚିବ ପ୍ରଦୀପ ଜେନା । ବର୍ତ୍ତମାନ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।