Odiapua.com

ବନ୍ଦ ହେଲା ହୀରାକୁଦ ଗେଟ

ଭୁବନେଶ୍ୱର, ୧୪ା୮(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବନ୍ଦ ହୋଇଛି ହୀରାକୁଦ ଡ୍ୟାମର ଗେଟ । ତଳମୁଣ୍ଡରେ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ହୀରାକୁଦର ଗେଟକୁ ଆଜି ବନ୍ଦ କରାଯାଇଛି । ତେବେ ଏନେଇ ଆଜି ସୂଚନା ଦେଇଛନ୍ତି ଡ୍ୟାମ କର୍ତୃପକ୍ଷ ।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜି ସକାଳେ ହୀରାକୁଦର ଗୋଟିଏ ଗେଟକୁ ସାଂକେତିକ ଭାବେ ଖୋଲା ଯାଇଥିଲା ।