Odiapua.com

ବନ୍ଦରରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପାରାଦୀପ ୯/୯,(ଓଡ଼ିଆ ପୁଅ ପି ନାଏକ): ପାରାଦୀପ ବନ୍ଦର ହାରବର୍ ଅଞ୍ଚଳରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୄତକର ପରିଚୟ ମିଳିପାରି ନଥିବା ବେଳେ ବନ୍ଦର ମେରାଇନ୍ କର୍ମଚାରୀ ମାନେ ମୃତଦେହକୁ ଉଦ୍ଧାର କରିଛନ୍ତି । ତେବେ ବନ୍ଦର ଅଞ୍ଚଳକୁ ମୃତଦେହ କିଭଳି ଆସିଲା ସେ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି ।