Odiapua.com

ବଜ୍ରପାତରେ ମୃତ ଚାଷୀଙ୍କ ପରିବାରକୁ ବିଜେପିର ସହାୟତା

ହାଟଡ଼ିହି- ୨/୯ ଗତକଲି ହାଟଡ଼ିହି ବ୍ଲକ ବହାରିପୁର ଗାଁ ର ବଲ୍ଳଭ ବେହେରା ଓ ଇଞ୍ଚଳ ଗ୍ରାମର ଗଣେଷ ଯେନାଙ୍କ ବଜ୍ରାଘାତ ରେ ମୃତୁପରେ ତାଙ୍କ ପରିବାର କୁ ଭେଟି ସମବେଦନା ଜଣାଇବା ସହ ବିଜେପି ପକ୍ଷରୁ ସାହାଯ୍ୟ ପ୍ରଦାନ କରାଯାଇଛି।

ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଲୋକ ସେଠୀ, ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ, କେନ୍ଦୁଝର ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ମଣ୍ଡଳ ସଭାପତି ବଳଭଦ୍ର ବାରିକ, ପ୍ରଶାନ୍ତ ମହାପାତ୍ର,ଶସିକାନ୍ତ ରାଉତ, ବରିଷ୍ଠ କାର୍ଯ୍ୟକର୍ତ୍ତା ରାମକନ୍ତ ନାୟକ, ଅଧର ବେହେରା ସୁଶାନ୍ତ ଜେନା, ଅଲୋକ ଦାସ, ସୁର ଶଙ୍ଖୁଆ, ସୁଶାନ୍ତ ସାଉ, ରାଜେଶ ସେଠୀ, ଅଲୋକ ଦାସ, ନିର୍ମଳ ରାଉଳ ପ୍ରମୁଖ ଉପସ୍ଥିତ ରହି ଦୁଇ ପରିବାରକୁ ଭେଟି ଆଶ୍ଵାସନା ଦେବସହ ଅର୍ଥିକ ସହାୟତା ପ୍ରଦାନ କରିଥିଲେ।