Odiapua.com

ବଜ୍ରପାତରେ ଗଲାଣି ୫ ଜୀବନ

ଭୁବନେଶ୍ଵର,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ଵିଭିନ୍ନ ସ୍ଥାନରେ ବଜ୍ରପାତର ଶିକାର ହୋଇ ଏଯାବତ ୫ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ବଜ୍ରାଘାତରେ କୋରାପୁଟର ପୀତବାସ କୁମ୍ଭାର ଓ ଉପେନ୍ଦ୍ର କୁମ୍ଭାର, ଢେଙ୍କାନାଳର ଅଖୁଜ ସାହୁ ଓ କେନ୍ଦୁଝରର ଦୁଶାସନ ନାୟକ ଓ ଭଗବତ ନାୟକଙ୍କ ପ୍ରାଣ ଯାଇଥିବା ସୂଚନା ମିଳିଛି ।