Odiapua.com

ପ୍ରତିଦ୍ୱନ୍ଦିତା କେବଳ ମୈଦାନ ଭିତରେ ସୀମିତ

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ଇନ୍ସଟାଗ୍ରାମରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଏ.ବି ଡେ ଭିଲିୟର୍ସ ଏବଂ ଇଂଲଣ୍ଡ କ୍ୟାପଟେନ୍ ଇଅନ ମାର୍ଗନଙ୍କ ସହିତ ନିଜର ଏକ ପୂରୁଣା ଫଟୋ ସେୟାର୍ କରିଛନ୍ତି।ଏବଂ ସେଥିରେ କ୍ୟାପ୍ସନରେ କୋହଲି ଲେଖିଛନ୍ତି, ଖେଳରେ ସବୁଠାରୁ ବଡ଼ କଥା ହେଲା ପ୍ରତିଦ୍ୱନ୍ଦିତା କେବଳ ମୈଦାନ ଯାଏଁ ରୁହେ।କେବଳ ଖୋଲା ମନର ସହ ଏକ ହସ ଖେଳାଳୀ ମାନଙ୍କ ଭିତରେ ଥିବା ସମସ୍ତ ଟେନ୍ସନ ଦୂର କରିଦିଏ।//ଦେବଦତ୍ତ ରଥ