ପ୍ରକୃତିର ସଂଷ୍ପର୍ଷରେ.. ଗଛ ଉପରେ ଲକ୍ ଡାଉନ୍

ଭୁବନେଶ୍ୱର: କରୋନା ଭାଇରସ୍ ସଂକ୍ରମଣ ବିପଦକୁ ଦୃଷ୍ଟିରେ ରଖି ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଛି। ବୃଦ୍ଧି ପାଉଥିବା କରୋନା ଭୂତାଣୁ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ପିଏମ ମୋଦୀ କ୍ରମାଗତ ଭାବରେ ଯଥା ସମ୍ଭବ ସାମାଜିକ ଦୂରତା ପାଳନ କରିବାକୁ କହୁଛନ୍ତି। ଅଳ୍ପ କିଛି ଲୋକ କଟକଣାକୁ ମାନୁ ନାହାଁନ୍ତି। କିନ୍ତୁ, ଅଧିକାଂଶ ଲୋକ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରୁଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା କରି ନିଜକୁ ଘର ଭିତରେ ରଖି ନିଜକୁ ଭିନ୍ନ … Continue reading ପ୍ରକୃତିର ସଂଷ୍ପର୍ଷରେ.. ଗଛ ଉପରେ ଲକ୍ ଡାଉନ୍