Odiapua.com

ପୋଲିସ ଏନକାଉଣ୍ଟରରେ ଦୁଇ ଅପରାଧୀଙ୍କ ମୃତ୍ୟୁ

ନୂଆ ଦିଲ୍ଲୀ ୧୨-୮ (ଓଡ଼ିଆ ପୁଅ) ଦିଲ୍ଲୀ ଖଜୁରୀ ଖାସ ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଦୁଇଜଣ ଅପରାଧୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି।

ଅପରାଧିଙ୍କୁ ଧରିବା ପାଇଁ ପୂର୍ବ ସୂଚନାନୁସାରେ ଅମୀର ଖାନ ଏବଂ ରାଜନ ନାମକ ଦୁଇ ଅପରାଧିଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ୍ ପୂର୍ବରୁ ଯୋଜନାନୁଯାୟୀ ସ୍ଥିର କରିଥିଲା ବୋଲି କୁହାଯାଉଛି।