Odiapua.com

ପୋଲିସର ନୂଆ ପଦକ୍ଷେପ

ଭୁବନେଶ୍ଵର,୦୬/୦୯,(ଓଡ଼ିଆ ପୁଅ ପି ନାଏକ): ମଦୁଆ ଡ୍ରାଇଭରଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସର ନୂଆ ପଦକ୍ଷେପ । ଏଣିକି ମଦ ପିଇ ଗାଡି ଚଳାଇଲେ ଗିରଫ ହେବେ ଡ୍ରାଇଭର । ରାଜ୍ୟରେ ଥିବା ୧୪ଟି ଟୋଲ୍ ଗେଟ୍ ରେ ଆଜିଠାରୁ ଆରମ୍ଭ ହେବ ଏହି ଅଭିଯାନ । ବ୍ରେଥ୍ ଆନାଲାଇଜର ସହ ଡ୍ରାଇଭରଙ୍କର ହେବ ପରୀକ୍ଷା । ସୂଚନା ଦେଲେ ପୋଲିସ ଡିଜି ବିକେ ଶର୍ମା ।