ନୂଆଦିଲ୍ଲୀ,୪ /୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ବା ଇସ୍ରୋର ବୈଜ୍ଞାନିକମାନେ ଲଗାତାର ସଫଳତାର ସହ ଚନ୍ଦ୍ର ମିଶନ ‘ଚନ୍ଦ୍ରଯାନ-୨’କୁ ପୃଥିବୀ କକ୍ଷରୁ ଆଗକୁ ବଢାଇବାରେ ଲାଗିଛନ୍ତି । ତେବେ ପ୍ରଥମଥର ପାଇଁ ପୃଥିବୀର ଅଭୁତ ଓ ରୋମାଞ୍ଚକର ଫଟୋ ପଠାଇଛି ଚନ୍ଦ୍ରଯାନ-୨ ।
ଗତକାଲି ୫ଟା ୪୩ ମିନିଟରେ ଏଲ ଆଇ କ୍ୟାମେରା ରେ ଚନ୍ଦ୍ରଯାନ-୨ ପୃଥିବୀର ଅଭୁତ ଫଟୋ ନେଇଛି । ଅତି ଚମତ୍କାର ମନେ ହେଉଛି ।