Odiapua.com

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଗଭୀର ଶୋକପ୍ରକାଶ

ଭୁବନେଶ୍ୱର, ୩୧ା୮ (ଓଡ଼ିଆ ପୁଅ) : ଭାରତବର୍ଷର ପୂର୍ବତନ ମହାମହୀମ ରାଷ୍ଟ୍ରପତି, ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଗଭୀର ଶୋକ ପ୍ରକଟ କରିଛନ୍ତି।