Odiapua.com

ପୂର୍ବତନ ବିଦେଶ ସଚିବ ଏସ. ଜୟଶଙ୍କର ହୋଇପାରନ୍ତି ମନ୍ତ୍ରୀ

ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଆଉ କିଛି ସମୟ ମଧ୍ୟରେ ଶପଥ ଗ୍ରହଣ କରିବେ। ଇତି ମଧ୍ୟରେ ପୂର୍ବତନ ବିଦେଶ ସଚିବ ଏସ. ଜୟଶଙ୍କର ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି। ଅଟକଳ ଲଗାଯାଉଛିଯେ, ସେ ମୋଦୀ ସରକାର ୨.୦ ରେ କେନ୍ଦ୍ର ମନ୍ତ୍ରୀ ହେଇପାରନ୍ତି।