Odiapua.com

ପୁରୀ ସମୁଦ୍ରରୁ ଯୁବକଙ୍କୁ ଉଦ୍ଧାର

ପୁରୀ, ୩୦/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ପୁରୀ ସମୁଦ୍ରରେ ଗାଧଉଥିବା ବେଳେ ଭାସିଯାଉଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛି ଲାଇଭ ଗାର୍ଡ। ଉଦ୍ଧାର ଯୁବକ ଙ୍କ ଚିକିତ୍ସା ନିମନ୍ତେ ତାଙ୍କୁ ସଦର ହସପିଟାଲରେ ଭର୍ତି କରାଯାଇଛି।