Odiapua.com

ପୁରୀ ଜିଲ୍ଲା କୋଣାର୍କ ଏନଏସି – ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନି ସଂଯୁକ୍ତା ତ୍ରିପାଠୀ ୮୫୯ ଖଣ୍ଡ ଭୋଟରେ ବିଜୟୀ

ପୁରୀ ୨୬ -୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲା କୋଣାର୍କ ଏନଏସି – ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନି ସଂଯୁକ୍ତା ତ୍ରିପାଠୀ ୮୫୯ ଖଣ୍ଡ ଭୋଟରେ ବିଜୟୀ ଲାଭ କରିଛନ୍ତି। ତେବେ ବିଜେଡ଼ି ପ୍ରାର୍ଥୀନୀ ସଂଯୁକ୍ତା ତ୍ରିପାଠୀଙ୍କୁ ୩୩୪୫ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀନୀ ଚନ୍ଦ୍ରିକା ରାଉତରାୟଙ୍କୁ ଏବଂ ୨୪୮୬ କଂଗ୍ରେସ ପ୍ରାର୍ଥୀନୀ ରୂପାଲିନୀ ସ୍ୱାଇଁଙ୍କୁ ୨୪୨୭ ଖଣ୍ଡ ଭୋଟ ମିଳିଛି।