Odiapua.com

ପୁଣ୍ୟଉତ୍କଳ ସଂଗଠନ ତରଫରୁ ପତକା ଉତ୍ତୋଳନ

ଭଦ୍ରକ, ୧୭-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଣ୍ୟଉତ୍କଳ ସଂଗଠନ ତରଫରୁ ସ୍ଥାନୀୟ ସ୍ୱରାଜବାର୍ତ୍ତା କାର୍ଯ୍ୟାଳୟଠାରେ ୭୪ ତମ ସ୍ୱାôଦନତା ଦିବସ ପାଳିର ହୋଇଯାଇଛି। ମୁଖ୍ୟଅତିଥିଭାବେ ଅଧ୍ୟାପକ ନିହାର ରଂଜନ କର, ପୁଣ୍ୟଉତ୍କଳର ସଭାପତି ତଥା ସାମ୍ବାଦକ ରବି ନାରାୟଣ ଖିଲାର, ଉପଦେଷ୍ଟା ହରେକୃଷ୍ଣ ପଲେଇ, ତେଜସ୍ୱିନୀ ମହିଳା ସଂଗଠନର ସଭାପତି କଳ୍ପନା ଜେନା-, ସଂଗଠନ ସଂପାଦିକା ମନୋରମା ରାୟ, ଉପସଭାପତି ଚୈତାଳି ଖିଲାର, ନାରୀ ନେତ୍ରୀ ସ୍ୱର୍ଣ୍ଣଲତା ସାହୁ, ସବିତା ବାରିକ, ନବଘନ ଦାସ, ନିର୍ମଳ ରାଉତ ପ୍ରମୁଖ ଯୋଗଦେଇ ପତକା ଉତ୍ତୋଳନକରିବା ସହିତ ସ୍ୱାଧିନତା ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ।।