Odiapua.com

ପୁଣି ସୁସ୍ଥ ହେଲେ ୩୧୫୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର ୩-୭ (ଓଡ଼ିଆ ପୁଅ) ପୁଣି ସୁସ୍ଥ ହୋଇଛନ୍ତି ୩୧୫୮ କରୋନା ଆକ୍ରାନ୍ତ। ତେବେ

୫୧୧ ଜଣ ଖୋର୍ଦ୍ଦା ଜିଲ୍ଲାରୁ

୩୮୪ ଜଣ କଟକ ଜିଲ୍ଲାରୁ

୩୩୨ ଜଣ ଯାଜପୁର ଜିଲ୍ଲାରୁ

୧୭୪ ଜଣ ବାଲେଶ୍ୱର ଜିଲ୍ଲାରୁ,

୧୬୮ ଜଣ ଭଦ୍ରକ ଜିଲ୍ଲାରୁ

୧୬୪ ଜଣ ମୟୁରଭଞ୍ଜ ଜିଲ୍ଲାରୁ

୧୫୯ ଜଣ ପୁରୀ ଜିଲ୍ଲାରୁ

୧୪୯ ଜଣ ନୟାଗଡ଼ ଜିଲ୍ଲାରୁ

୧୧୮ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ

୧୧୨ ଜଣ ଜଗତସିଂହପୁର ଜିଲ୍ଲାରୁ

୧୦୦ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ

୯୨ ଜଣ କେନ୍ଦୁଝର ଜିଲ୍ଲାରୁ

୮୨ ଜଣ ଅନୁଗୁଳ ଜିଲ୍ଲାରୁ

୭୪ ଜଣ କୋରାପୁଟ ଜିଲ୍ଲାରୁ

୬୪ ଜଣ ମାଲକାନଗିରି

୬୪ ଜଣ ରାୟଗଡ଼ା ଜିଲ୍ଲାରୁ

୪୧ ଜଣ ବୌଦ୍ଦ ଜିଲ୍ଲାରୁ

୪୧ ଜଣ ନବରଙ୍ଗପୁର ଜିଲ୍ଲାରୁ

୪୦ ଜଣ ବରଗଡ଼ ଜିଲ୍ଲାରୁ

୩୬ ଜଣ ଢେଙ୍କାନାଳ ଜିଲ୍ଲାରୁ

୨୫ ଜଣ ଝାରସୁଗୁଡ଼ା ଜିଲ୍ଲାରୁ

୨୩ ଜଣ କଳାହାଣ୍ଡି ଜିଲ୍ଲାରୁ

୨୨ ଜଣ କନ୍ଧମାଳ ଜିଲ୍ଲାରୁ

୧୯ ଜଣ ଗଞ୍ଜାମ ଜିଲ୍ଲାରୁ

୧୯ ଜଣ ଗଜପତିଜିଲ୍ଲାରୁ

୧୫ ଜଣ ସମ୍ବଲପୁର ଜିଲ୍ଲାରୁ

୧୪ ଜଣ ନୂଆପଡ଼ା ଜିଲ୍ଲାରୁ

୧୨ ଜଣ ବଲାଙ୍ଗୀର ଜିଲ୍ଲାରୁ

୯ ଜଣ ସୋନପୁର ଜିଲ୍ଲାରୁ

୬ ଜଣ ଦେବଗଡ଼ ଜିଲ୍ଲାରୁ

୮୯ ଜଣ ଷ୍ଟେଟ୍ ପୁଲରୁ ସୁସ୍ଥ ହୋଇଛନ୍ତି।

ତେବେ ଏହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୮୭୪୨୦ ହୋଇଛି।