ଭୁବନେଶ୍ୱର ୨୭-୬ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୧୮୪ କରୋନା ଆକ୍ରାନ୍ତ।
ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଜଣ ସୁସ୍ଥ ହେଲେ
୪୮ ଜଣ ଗଞ୍ଜାମ ଜିଲ୍ଲାରୁ
୪୫ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୩୧ ଜଣ ବାଲେଶ୍ୱର ଜିଲ୍ଲାରୁ
୧୨ ଜଣ ଗଜପତିଜିଲ୍ଲାରୁ
୧୦ ଜଣ ଭଦ୍ରକ ଜିଲ୍ଲାରୁ
୬ ଜଣ ଜଗତସିଂହପୁର ଜିଲ୍ଲାରୁ
୬ ଜଣ ଝାରସୁଗୁଡ଼ା ଜିଲ୍ଲାରୁ
୫ ଜଣ ଲେଖାଏଁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଏବଂ ପୁରୀ ଜିଲ୍ଲାରୁ
୪ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୩ ଜଣ ଲେଖାଏଁ ବଲାଙ୍ଗୀର ଏବଂ କେନ୍ଦୁଝର ଜିଲ୍ଲାରୁ
୨ ଜଣ କଟକ ଜିଲ୍ଲାରୁ
ଜଣେ ଲେଖାଏଁ ଅନୁଗୁଳ, ଯାଜପୁର, କନ୍ଧମାଳ ଏହଂ ମୟୁରଭଞ୍ଜ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି।
ତେବେ ମୋଟ ଆରୋଗ୍ୟ ହେଲେଣି ୪୬୦୬ ଜଣ।