Odiapua.com

ପୁଣି ଲଜ୍ଜା

ମୋହାନା ୧୧।୯,(ଓଡ଼ିଆ ପୁଅ ପି ନାଏକ): ଗଜପତି ଜିଲ୍ଲା ମୋହନା ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏ ସମ୍ପର୍କରେ ସୂଚନା ମିଳିବା ପରେ ଛାତ୍ରୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ ସେ ୫ରୁ ୬ ମାସ ଗର୍ଭବତୀ ଥିବା କଥା ଜଣା ପଡିଥିଲା ।

ଏହି ଖବର ମିଳିବା ପରେ ଘଟଣାସ୍ଥଳରେ ମୋହନା ବିଡିଓ, ଗଡପତି ଜିଲ୍ଲା ଡିଡବ୍ଲୁଓ ଓ ମୋହନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।