Odiapua.com

ପୁଣି ଖୋଲିଲା ହୀରାକୁଦର ୬ଟି ଗେଟ

ତେଵେ ସେନେଇ ଗତ ଦୁଇ ଦିନ ପର୍ଯ୍ୟାୟ  କ୍ରମେ ଜଳ ଭଣ୍ତାର ଜଳସ୍ତର ଦେଖି ଗେଟ୍‌ ଖୋଲାଯାଉଛି । ଯାହାକି ଆଜି ସକାଳ ୮ ଟା ସୁଦ୍ଧା ଜଳ ସ୍ତର ୬୨୫. ୬୭ ଘନ ଫୁଟ ରହିଥିବା ବେଳେ ସେକେଣ୍ତ ପ୍ରତି ୨ ଲକ୍ଷ ୪୫ହଜାର ୮୮୨ କ୍ୟୁସେକ ପାଣି ପ୍ରବେଶ କରୁଛି । ତେଵେ ବର୍ତ୍ତମାନ ୧୮ ଟି ଗେଟ ଦେଇ ସେକଣ୍ତ ପ୍ରତି ୩ ଲକ୍ଷ ୧୩ ହଜାର ୨୩୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।