ପୁଣି ଏକ ଲାଇଭ୍ ମୃତ୍ୟୁ : ଦିନକୁ ଦିନ ବଢ଼ୁଛି ଏପରି ଘଟଣା, କାରଣ କ’ଣ ? ଦେଖନ୍ତୁ ଭିଡ଼ିଓ
ଉତ୍ତପ୍ରଦେଶ ୧୨-୧୦ (ଓଡ଼ିଆ ପୁଅ) ଦିନକୁ ଦିନ ବଢ଼ୁଛି ଲାଇଭ ମୃତ୍ୟୁ। ଅର୍ଥାତ୍ ତୁରନ୍ତ ଦୃଦଘାତରେ ମୃତ୍ୟୁ। ଏ କେଉଁ ପ୍ରକାରର ମୃତ୍ୟୁ ? ପୂର୍ବରୁ କେବେ ଏହି ପରି ଘଟଣା ଦେଖିନଥିଲେ କି ପ୍ରାୟତଃ ଶୁଣି ନଥିଲେ। ଏହିପରି ପୁନଃ ଏକ ଲାଇଭ ମୃତ୍ୟୁର ଘଟଣାର ଭିଡ଼ିଓ ଆସିଛି। ଦେଖନ୍ତୁ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରୁଥିବା ୫୦ ବର୍ଷୀୟ ରାମପ୍ରସାଦ ପାଣ୍ଡେ ନିଜେ ମଞ୍ଚ ଉପରେ କିପରି ପଡ଼ିଗଲେ। ହୃଦଘାତ ହେତୁ ସେ ଘଟଣାସ୍ଥଳରେ … Continue reading ପୁଣି ଏକ ଲାଇଭ୍ ମୃତ୍ୟୁ : ଦିନକୁ ଦିନ ବଢ଼ୁଛି ଏପରି ଘଟଣା, କାରଣ କ’ଣ ? ଦେଖନ୍ତୁ ଭିଡ଼ିଓ
Copy and paste this URL into your WordPress site to embed
Copy and paste this code into your site to embed