Odiapua.com

ପୀରାଗଢ଼ୀରେ ବିଜୁଳି ବଲ୍ବ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଲା: ଦମକଳ ବିଭାଗର ୧୫ ଗାଡ଼ି ନିଆଁ ଲିଭାଇବାରେ ଲାଗିଛନ୍ତି

ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଦିଲ୍ଲୀର ଉଦ୍ୟୋଗ ନଗର ପୀରା ଗଢ଼ୀ ନାମକ ସ୍ଥାନରେ ବିଜୁଳି ବଲ୍ବ ବନାଉଥିବା ଏକ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଛି। ଦମକଳ ବିଭାଗର ୧୫ଟି ଗାଡ଼ି ସେଠାରେ ଉପସ୍ଥାତ ରହି ନିଆଁ ଲିବାଇବାକୁ ଚେଷ୍ଟା କରୁଛନ୍ତି।