ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଦିଲ୍ଲୀର ଉଦ୍ୟୋଗ ନଗର ପୀରା ଗଢ଼ୀ ନାମକ ସ୍ଥାନରେ ବିଜୁଳି ବଲ୍ବ ବନାଉଥିବା ଏକ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଛି। ଦମକଳ ବିଭାଗର ୧୫ଟି ଗାଡ଼ି ସେଠାରେ ଉପସ୍ଥାତ ରହି ନିଆଁ ଲିବାଇବାକୁ ଚେଷ୍ଟା କରୁଛନ୍ତି।
#Visuals from Delhi: Fire had broken out in a light bulb manufacturing factory at Udyog Nagar in Peera Garhi area; 15 fire tenders are present on the spot. pic.twitter.com/8LadimbawA
— ANI (@ANI) May 28, 2019