Odiapua.com

ପିପିଲି ଉପ ନିର୍ବାଚନ : ମତଦାନ ପ୍ରତିଶତ ୭୮.୨୫% ଙ୍କ ମଧ୍ୟରେ ପୁରୁଷ ୮୦.୦୨%, ମହିଳା ୭୬.୩୬%

ପୁରୀ ୧-୧୦ (ଓଡ଼ିଆ ପୁଅ) ପିପିଲି ଉପ ନିର୍ବାଚନ ସୁରୁଖୁରୁରେ ସମାପ୍ତ ହୋଇଛି। ତେବେ ମୋଟ ମତଦାନ ପ୍ରତିଶତ ୭୮.୨୫% ହୋଇଥିବା ବେଳେ ପୁରୁଷ ୮୦.୦୨% ଏବେ ମହିଳା ୭୬.୩୬% ମତଦାନ କରିଛନ୍ତି।

ସୂଚନାଯୋଗ୍ୟଯେ, ମୋଟ ଭୋଟରଙ୍କ ସଂଖ୍ୟା ପୁରୁଷ – ୧,୧୯,୨୦୬ ଥିବେ ବେଳେ ମହିଳା ଭୋଟର ୧,୧୦,୭୯୦ ଏବେ ଅନ୍ୟ ଭୋଟରଙ୍କ ସଂଖ୍ୟା ୨ ଥିଲା ତେବେ ମୋଟ ଭୋଟରଙ୍କ ସଂଖ୍ୟା ୨,୨୯,୯୯୮ ଥିବା ବେଳେ ୯୫,୩୮୩ ଜଣ ପୁରୁଷ ଏବଂ ୮୪,୫୯୭ ଜଣ ମହିଳା ପ୍ରାର୍ଥୀ ମତଦାନ କରିଥିଲେ। ତେବେ ମୋଟ ମତଦାନ ସଂଖ୍ୟା ୧,୭୯,୯୮୦ ଥିଲା।