ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜ ଜେ ଜ ମା ର ଅନ୍ତେଷ୍ଟି କ୍ରିୟା ସାରି ପୋଖରୀ ରେ ଗାଧୋଉ ଥିବା ବେଳେ ବୁଡ଼ି ଯାଇ ଯୁବକ ର ମୃତୁ ହୋଇ ଯାଇ ଅଛି। ଏହି ଜିଲାର ଭଣ୍ଡାରିପୋଖରୀ ଥାନା କୁଶଗଡିଆ ଗାଁ ର ଏହି ମୃତ ଯୁବକ ଙ୍କ ନାମ ବିକ୍ରମ ମଲ୍ଲିକ ୨୮ବୋଲି ଜଣାଯାଇଛି । ସେ ଛତାବର୍ ନେଉଳିଆ ଟୋଲ ଗେଟ ରେ କର୍ମଚାରି ଥିବାର ଜଣାଯାଇଅଛି। ଏହି ମୃତ୍ୟୁରେ ନେରଡା ପଂଚାୟତ ରେ ଶୋକର ଛାୟା ଖେଳିଯାଇଛି।