Odiapua.com

ପାଣିପାଗ କେନ୍ଦ୍ରର ମହାନିର୍ଦେଶକ ଙ୍କୁ ଡକ୍ଟର ଅଫ୍ ସାଇନ୍ସ ଉପାଧି ପ୍ରଦାନ କଲେ ରାଜ୍ୟପାଳ

ବାଲେଶ୍ୱର୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦେଶକ ମୁତ୍ୟୁଞ୍ଜୟ ମହାପାତ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଡକ୍ଟର ଅଫ୍ ସାଇନ୍ସ ଉପାଧି ପ୍ରଦାନ କରାଯାଇଛି ।

 

ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ କୁଳପତି ତଥା ରାଜ୍ୟପାଳ ଗଣେଶୀ ଲାଲ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦେଶକ ମୁତ୍ୟୁଞ୍ଜୟ ମହାପାତ୍ରଙ୍କୁ ଡକ୍ଟର ଅଫ୍ ସାଇନ୍ସ ଉପାଧି ପ୍ରଦାନ କରିଛନ୍ତି ।