Odiapua.com

ପାଠ୍ୟ ପୁସ୍ତକରୁ ହଟିବ ଟିପୁ ସୁଲତାନ୍ ଟପିକ୍ !

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପାଙ୍କ ନେତୃତ୍ୱାଧୀନ କର୍ଣ୍ଣାଟକର ବିଜେପି ସରକାର ରାଜ୍ୟରେ ୧୮ ଶତାବ୍ଦୀର ଶାସକ ଟିପୁ ସୁଲତାନ୍ ବିଷୟ ପାଠ୍ୟ ପୁସ୍ତକରୁ ହଟାଇବାକୁ ଯୋଜନା କରୁଛନ୍ତି।କର୍ଣ୍ଣାଟକ ବିଜେପି ଶାଖା କହିବା ଅନୁଯାୟୀ, ଅସଲି ଟିପୁ ସୁଲତାନଙ୍କ ବ୍ୟାଖ୍ୟା ଠିକ୍ ଭାବରେ କରିବା ପାଇଁ ପୁସ୍ତକ ପୁନଃ ଲିଖନର ଆବଶ୍ୟକତା ଅଛି।ହିନ୍ଦୁମାନଙ୍କ ଉପରେ ଟିପୁ ସୁଲତାନଙ୍କ କ୍ରୁରତା ବାବଦରେ ପିଲାମାନେ ଅବଗତ ହେବା ଉଚିତ୍।//ଦେବଦତ୍ତ ରଥ