Odiapua.com

ପଦ୍ମ ପୁରସ୍କାର ଘୋଷଣା: ସିଡିଏସ୍‌ ବିପିନ ରାୱତ ଏବଂ କଲ୍ୟାଣ ସିଂଙ୍କୁ ପଦ୍ମ ବିଭୂଷଣ, ଗୁଲାମ ନବୀ, ପିଛାଇ, ନାଡେଲାଙ୍କୁ ପହ୍ମଭୂଷଣ

ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) : ସରକାର ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇବାକୁ ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଘୋଷଣା କରିଛନ୍ତି। ଏଥିରେ ସିଡିଏସ୍ ବିପିନ ରାୱତ ଏବଂ ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମରଣତ୍ତୋର ପଦ୍ମବିଭୂଷଣ ସମ୍ମାନରେ ସମ୍ମାନୀତ କରାଯିବ। ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା, ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏବଂ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହେବେ।