Odiapua.com

ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ନିଧନ

ଭୁବନେଶ୍ୱର ୭-୧୨ (ଓଡ଼ିଆ ପୁଅ) ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ନିଧନ ହୋଇଛି। ସେ ୧୦୪ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।

ନନ୍ଦ ସାର କରୋନା ଆକ୍ରାନ୍ତ ହୋଇ ପ୍ଥମେ ଯାଜପୁରରେ ଚିକିତ୍ସାଧୀନ ଥିଲେ। ପରେ ତାଙ୍କୁ ଭୁନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା। କିଛିଦିନ ତଳେ ସେ ପଦ୍ମଶ୍ରୀ ଗ୍ରହଣ ପୁରସ୍କାର ଗ୍ରହଣ କରିଥିଲେ।