Odiapua.com

ପଣସଡ଼ିହାରେ ବିଜେପିର କାର୍ଯକାରିଣୀ ବୈଠକ

ହାଟଡ଼ିହି-୩/୧୦ ରରଗୟଳମୁଣ୍ଡା ମଣ୍ଡଳ ର ପଣସଡ଼ିହା ଠାରେ ବିଜେପି ର କାର୍ଯ୍ୟକାରିଣୀ ବୈଠକ ସହ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ଯୁବକ ବିଜେପି ରେ ସାମିଲ ହେଲେ।ମଣ୍ଡଳ ସଭାପତି ହେମନ୍ତ ମହାନ୍ତ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଆନନ୍ଦପୁର ବିଧାନସଭା ର ବିଜେପି ନେତା ଆଲୋକ ସେଠି, ଜିଲ୍ଲା ଉପ ସଭାପତି ନିରାକାର ଦଳେଇ,ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହର, ଜିଲ୍ଲା ସମ୍ପାଦକ ଦୀପକ ଜେନା, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, କମଳା କାନ୍ତ ମହାନ୍ତ, ବିରଞ୍ଚି ମହାନ୍ତ, ରାବଣ ହଂସଦା, ପରେଶ ମହାନ୍ତ,ଟିମା ବେହେରା,ରମେଶ ପଢ଼ିଆଲ,ବିଜୟ ମହାନ୍ତ, ଲଳିତ ମାରାଣ୍ଡୀ,ରାଜମୋହନ ମାରାଣ୍ଡି, କାର୍ତିକ ମହାନ୍ତ, ଲଖମନ ମୁର୍ମୁ, ପଦ୍ମ ମହାନ୍ତ,ମାନସ ମହାନ୍ତ, ଙ୍କ ସମେତ ଶତାଧିକ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିବା ବେଳେ ବେଣୁଧର ମହାନ୍ତ ନେତୃତ୍ୱରେ ,ଶ୍ରୀକାନ୍ତ ମହାନ୍ତ, ବିଜୟ ପୂର୍ତ୍ତି, ରତ୍ନାକର ମହାନ୍ତ, ସୀତାରାମ ଗାଗରାଇ ଙ୍କନେତୃତ୍ୱରେ ୨୦ ଜଣ ଯୁବକ ଅନ୍ୟ ଦଳ ଛାଡି ବିଜେପି ରେ ସାମିଲ ହେଲେ।