Odiapua.com

ପଛରୁ ଧକ୍କା ଦେଲା ହାଇୱେ

ପାରାଦୀପ,୧୨/୧୧,(ଓଡ଼ିଆ ପୁଅ ପି ନାଏକ) : ପଛରୁ ଧକ୍କା ଦେଇ ତିନି ଟିଉସନ ଛାତ୍ର କୁ ମାଡି ଦେଲା ହାଇୱା । ଏହି ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ପାରାଦୀପ ଭୂତମୁଣ୍ଡାଇ ନିକଟ ବରେଇ ଛକରେ ଘଟିଛି । ତେବେ ମିଳିଥିବା ସୂଚନା ଅନୁସାରେ, ବରେଇ ଗ୍ରାମର କାହ୍ନୁ ଚରଣ ମହାନ୍ତିଙ୍କ  ସହ ତାାଙ୍କ ଦୁଇ ସାଥୀ ଆଜି  ସକାଳୁ ଘରୁ ବାହାରି ଟିଉସନ ନିଜ ସାଇକେଲ ଯୋଗେ ଯାଉଥିବା ବେଳେ ତାଙ୍କୁ ଏକ ହାଇୱା ଧକ୍କା ଦେବା ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି ।