Odiapua.com

ନୟାଗଡ଼ : ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

ନୟାଗଡ଼,୭/୭:(ଓଡିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ନୟାଗଡ଼ ଥାନା ଅନ୍ତର୍ଗତ ଗଦାଧର ପ୍ରସାଦ ପଚାୟତ ଗୋବିନ୍ଦ ପୁର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଯୁବକଙ୍କ ନାମ ସନ୍ତୋଷ ପ୍ରଧାନ (୩୪)। ଅପରାହ୍ନ ରେ ବଜ୍ରପାତରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା।