Odiapua.com

ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ କଲେ ବିବାହ

ନୂଆ ଦିଲ୍ଲୀ ୧୦ -୧୧ (ଓଡ଼ିଆ ପୁଅ) ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ କଲୋ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ସେ ଏହାର ଫଟୋ ପୋଷ୍ଟ କରାଯାଇଛି।

ମଲାଲା ୟୁସୁଫଜାଇ ବର୍ମିଂହାମରେ ଏକ ଛୋଟ ସମାରୋହରେ ବିବାହ କରିଛନ୍ତି।