ନୂଆ ଦିଲ୍ଲୀ ୧୦ -୧୧ (ଓଡ଼ିଆ ପୁଅ) ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ କଲୋ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ସେ ଏହାର ଫଟୋ ପୋଷ୍ଟ କରାଯାଇଛି।
ମଲାଲା ୟୁସୁଫଜାଇ ବର୍ମିଂହାମରେ ଏକ ଛୋଟ ସମାରୋହରେ ବିବାହ କରିଛନ୍ତି।
Today marks a precious day in my life.
Asser and I tied the knot to be partners for life. We celebrated a small nikkah ceremony at home in Birmingham with our families. Please send us your prayers. We are excited to walk together for the journey ahead.: @malinfezehai pic.twitter.com/SNRgm3ufWP — Malala Yousafzai (@Malala) November 9, 2021