Odiapua.com

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ୬୮୦ ହଷ୍ଟେଲ ଏବଂ ଆବାସିକ ବିଦ୍ୟାଳୟର ନାମ ରଖିବ ଶିକ୍ଷା ମନ୍ତ୍ରଣାଳୟ

ନୂଆ ଦିଲ୍ଲୀ ୫-୨ (ଓଡ଼ିଆ ପୁଅ) ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଶିକ୍ଷା ମନ୍ତ୍ରଣାଳୟ ୬୮୦ ଛାତ୍ରାବାସ ଏବଂ ଆବାସିକ ବିଦ୍ୟାଳୟ ରଖିବ। ସୂଚନାନୁସାରେ, ୬୮୦ ହଷ୍ଟେଲ ଏବଂ ଆବାସିକ ବିଦ୍ୟାଳୟର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନାମରେ ନାମିତ ହେବ। ସୂଚନାଯୋଗ୍ୟଯେ, ଚଳିତ ବର୍ଷ ନେତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ମଧ୍ୟ ଏକ ଶକ୍ତିଶାଳୀ ବର୍ଷ ଭାବରେ ପାଳନ କରାଯାଉଛି।