ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ସରକାରୀ ବାଳିିକା ବିଦ୍ୟାଳୟର ଛାତ୍ରୀ ତମସା ନାଥଙ୍କୁ ଉତ୍କଳ କେଶରୀ ଆଗରପଡା ମେହାତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିର୍ିତ କରାଯାଇଛି । ମେହାତ୍ସବେର ଉଚ୍ଚ କୋଟୀର ନୃତ୍ୟ ପ୍ରଦଶର୍ନ କରି ସୁଶ୍ରୀ ନାଥ ଦଶର୍କଙ୍କ ହୃଦୟକୁ ଛୁଇଁ ପାରିଥେôଲ । ଏଥିପାଇଁ ତାଙ୍କୁ ମେହାତ୍ସବ କମିଟି ପକ୍ଷରୁ ସେଂବଗଫଳକ, ପ୍ରଶଂସାପତ୍ର ପ୍ରଦାନ ପୂବର୍କ ସମ୍ବର୍ଦ୍ଧିତ କରାଯାଇଥିଲା । ମେହାତ୍ସବ କମିଟିର ସମ୍ପାଦକ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ଶ୍ରୀ ନାଥଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କର ନୃତ୍ୟ କଳା ବଜାଇ ରଖିବା ନେଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥେôଲ । ମେହାତ୍ସବ କମିଟିର ସହ-ସମ୍ପାଦକ ଗଦାଧର େବେହରା, ଉପେଦଷ୍ଟା ମଦନ ମୋହନ ଦାଶ ଙ୍କ ସେମତ ତମସାଙ୍କ ମା ସୌଦାମିନି ନାଥ ଉପସ୍ଥିତ ଥେôଲ । ଏଥିପୂବର୍ରୁ ଶୁଶ୍ରୀ ନାଥ ମହତାବ ଜୟନ୍ତୀ, େବେଲଶ୍ୱର ଶୁଣୀ ବୋଇତ ବନ୍ଦାଣ ଉତ୍ସବ, ସାଳନ୍ଦୀ ମେହାତ୍ସବ ଆଦେିର ନୃତ୍ୟ ପ୍ରଦଶର୍ନ କରି ପ୍ରଶଂସିତ ହୋଇଛନ୍ତି ।
ନୃତ୍ୟ ଶିଳ୍ପୀ ତମସା ନାଥ ସମ୍ବର୍ଦ୍ଧିତ
filter: 0; fileterIntensity: 0.000000; filterMask: 0; captureOrientation: 0; niceRunStatus: 2; hdrForward: 4; shaking: 0.000000; highlight: 0; algolist: 0; multi-frame: 1; brp_mask: 0; brp_del_th: 0.0000,0.0000; brp_del_sen: 0.0000,0.0000; delta:1; bokeh:1; ispap:1; papproctime: 2026:04:05 12:10:07; module: photo;hw-remosaic: false;touch: (-1.0, -1.0);sceneMode: 13107200;cct_value: 0;AI_Scene: (-1, -1);aec_lux: 318.0;aec_lux_index: 0;albedo: ;confidence: ;motionLevel: 1;weatherinfo: weather:null, icon:null, weatherInfo:100;temperature: 41;zeissColor: bright;