Odiapua.com

ନୂତନ ବିଚାର ପତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବାଲିଗୁଡା, ୬/୮.(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡା କୋର୍ଟ ରେ ନୂତନ ଭାବେ ଯୋଗ ଦେଇଥିବା ନୂତନ ବିଚାର ପତି ଶୀତଲ ବର୍ଷା ଙ୍କୁ ବାଲିଗୁଡା ଓକିଲ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା l ଏଥିରେ ଅତିରିକ୍ତ ଦୌରା ଜଜ ଅରବିନ୍ଦ ପଟ୍ଟନାୟକ, ସବଜଜ ସଂଘମିତ୍ରl ଦାସ, ଏସ.ଡି.ଜେ.ଏମ.ସୌମ୍ୟ ସ୍ୱରୂପ ସାହୁ, ଙ୍କ ସମେତ ସଂଘ ର ସଭାପତି କୌସିକ ସାହୁ ପ୍ରମୁଖ ଙ୍କ ଉପସ୍ଥିତ ରେ ପୁଷ୍ପ ଗୁଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏଥିରେ ସଂଘ ର ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ, ପଦ୍ମ ଚରଣ ପଟ୍ଟନାୟକ, ପଦ୍ମ ଚରଣ ପଣ୍ଡା, ଭାଗିରଥି ରାଉତରାୟ, ସୁଧାଂଶୁ ମୋହନ ପତି, ସେକ ସାଦିକ, ପ୍ରଦୀପ କୁମାର ପାଣିଗ୍ରାହୀ, କ୍ଷମା ସାଗର ପ୍ରଧାନ, ରବୀନ କୁମାର ସାହୁ, ମାନସ ରଞ୍ଜନ ପଣ୍ଡା, ନାରାୟଣ ଚୌଧୁରୀ, ଶିରୀଶ କୁମାର ପ୍ରଧାନ ପ୍ରମୁଖ ପରିଚାଳନା ରେ ସହଯୋଗ କରିବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l