Odiapua.com

ନୂତନ ଜିଲ୍ଲାଦୌରାଜଜ ଓ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବୋର୍ଦ୍ଦନା

ମାଲକାନଗିରି,୭ ।୬ (ଓଡିଆ ପୁଅ ) ମାଲକାନଗିରିର ନୂତନ ଜିଲ୍ଲା ଦୌରାଜଜ୍ ଭାବେ ଶୁଶ୍ରୀ ରେଖା ପ୍ରସାଦ ଆଜି ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି । ନୂତନ ଜିଲ୍ଲା ଦୌରାଜଜ୍ ଙ୍କ କାର୍ଯ୍ୟଭାର ଗ୍ରହଣ ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂସ୍ଥା ର ଭାରପ୍ରାପ୍ତ ସଚିବ କୃଷ୍ଣଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ଆଇନ ସେବା ପ୍ରାଧିକରଣ ସ୍ୱେଚ୍ଛାସେବି ପ୍ରଶିକ୍ଷକ ଅଧ୍ୟାପକ ଡ.ରଜଂନ କୁମାର ସ୍ୱାଇଁ, ଡ.ଆଶିଶ ରାଠୋର ପ୍ରମୁଖ ଜିଲ୍ଲାଦୌରାଜ ଙ୍କୁ ସାକ୍ଷାତ କରି ଜିଲ୍ଲାଆଇନ ସେବା ପ୍ରଧିକାରଣ ସଂସ୍ଥାର ନୂତନ ଅଧ୍ୟକ୍ଷ ଭାବେ ପୁସ୍ପଗୋଚ୍ଛ ଦେଇ ସ୍ୱାଗତ ସମ୍ବୋର୍ଦ୍ଦନା ଜଣାଇଥିଲେ । ଆଗାମି ଦିନରେ ଜିଲ୍ଲାଆଇନସେବି ପ୍ରାଧିକରଣ କିପରି ଲୋକାଭିମୁଖି କାର୍ଯ୍ୟକରି ଲୋକମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବ ସେନେଇ ଆଲୋଚନା କରିଥିଲେ,