Odiapua.com

ନୂଆ ଦିଲ୍ଲୀର ରାଜପଥରେ ଆତ୍ମଦାହ କରିବାକୁ ଚେଷ୍ଟା କରୁଥଲା ଓଡ଼ିଶାର ଜଣେ ଯୁବକ – ହସ୍ପିଟାଲରେ ଭର୍ତ୍ତି

ନୂଆ ଦିଲ୍ଲୀ ୧୮-୧୨ (ଓଡ଼ିଆ ପୁଅ) : ଓଡିଶାର ଜଣେ ୨୫ ବର୍ଷୀୟ ବ୍ୟକ୍ତି ଆଜି ରାଜପଥ ନିକଟରେ ଆତ୍ମଦାହ କରିବାକୁ ପ୍ରୟାସ କରୁଥିଲା। ତାକୁ ଚିକିତ୍ସା ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତି କରାଯାଇଛି। ଏଏନଆଇ ଖବର ଅନୁଯାୟୀ ଏହି ବ୍ୟକ୍ତି ଜଣକ ମାନସିକ ସ୍ତରରେ ଅସୁସ୍ଥ ବୋଲି ଜଣାପଡ଼ିଛି।