Odiapua.com

ନିର୍ବାଚନ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ପୁତୁରାଙ୍କ ଘରେ ଇଡ଼ିର ଚଢ଼ାଉ

ନୂଆଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) : ରାଜ୍ୟ ନିର୍ବାଚନର କିଛି ସପ୍ତାହ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ପୁତୁରା ଏବଂ ଅନ୍ୟ କେତେକଙ୍କ ଘରେ ଆଜି ବେଆଇନ ବାଲି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଚ ଢ଼ାଉ କରିଛି।

ଆଜି ସକାଳେ ଭୁପିନ୍ଦର ସିଂ ହନିଙ୍କ ଘର ଏବଂ ପଞ୍ଜାବର ଅନ୍ୟ ୧୦ ଟି ସ୍ଥାନରେ ଚଢ଼ାଉ କରାଯାଉଛି।

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅର୍ଥ ହେରଫେର ମାମଲା ଦାୟର କରିଛି।

ଏହି ଚଢ଼ାଉ ଖବର ପଞ୍ଜାବରେ ଏକ ପ୍ରଚାର ମଝିରେ ଆସିଛି, ସବଚନାଯୋଗ୍ୟଯେ, ଆସନ୍ତା ଫେବୃଆରୀ ୨୦ ରେ ପଞ୍ଜାବରେ ମତଦାନ ଦେବ। ଫଳାଫଳ ମାର୍ଚ୍ଚ ୧୦ ରେ ଘୋଷଣା କରାଯିବ।