Odiapua.com

ନିଜକୁ ସମ୍ଭାଳନ୍ତୁ ! ପଢ଼ନ୍ତୁ ଏହି ରେଷ୍ଟୁରାଣ୍ଟଗୁଡ଼ିକର ନାମ – ହସି ହସି ଗଡ଼ିଯିବେ !

ନୂଆ ଦିଲ୍ଲୀ ୬-୧୨ (ଓଡ଼ିଆ ପୁଅ) Zomato, ଇଣ୍ଟରନେଟରେ ଫୁଡ୍ ଡେଲିଭରି ପ୍ଲାଟଫର୍ମ, ସବୁବେଳେ ଚେଷ୍ଟାକରିଥାଏ ଇଣ୍ଟରନେଟ ୟୁଜର୍ସମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ। ତେଣୁ ବେଳେ ବେଳେ ଏପରି ଟ୍ୱିଟ କରିଥାଏ ଯାହାକି ସୋସିଆଲ ମିଡ଼ିଆରେ ତାହା ଚର୍ଚ୍ଚାର ବିଷୟ ବନିଯାଇଥାଏ।

ନିକଟରେ ଏକ ମଜାକିଆ ଟ୍ୱିଟରେ ଜମାଟୋ ପଚାରିଥିଲା “ମୋଷ୍ଟ କ୍ରିଏଟିଭ୍ ରେଷ୍ଟୁରାଣ୍ଟ” ର ନାଁ କିଏ କେବେ ଦେଖିଛନ୍ତି କି?

https://twitter.com/ZomatoIN/status/1201796474494836736

ବାସ୍, ସରିଗଲା କଥା, ଲଜ୍ଜା ବି କାହିଁକି କିଏ କରିବ ? ନାଁ’ ର ଫଟୋ ଛାଡ଼ିବା କଥା …ଏହାର ଉତ୍ତର ତୁରନ୍ତ ମିଳିଲା – ତେବେ ଆପଣ ନିଜେ ପଢ଼ି ଚାଲନ୍ତୁ ଦେଶରେ ଥିବା କେତେକ ରେଷ୍ଟୁରାଣ୍ଟର ନାମ ଏହିପରି …

ଯେପରି କି “ଆଓ ହାବେଲି ପେ”, “ବି.ଟେକ୍ ବିରିଆନି” ଏହିପରି ଅନେକ ରଚନାତ୍ମକ ନାମ ….

 

https://twitter.com/Sindhi_Maadu/status/1201833368238690304

 

ଆହୁରି ଅନେକ