Odiapua.com

ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ

ବାଲିଗୁଡା ୨୯-୧୧ (ଓଡ଼ିଆ ପୁଅ) କନ୍ଧମାଳରେ ପୁଣି ଲଜ୍ଜା। ତୁମୁଡିବନ୍ଧ ରାମପୁର ଛକ ନିକଟରେ ନବମ ଶ୍ରେଣୀର ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ ଅଭିଯୋଗ ହୋଇଛି। ଘରୁ ଡାକି ନେଇ ଦୁଷ୍କର୍ମ କିଥିବାର ଅଭିଯୋଗ ହୋଇଛି। ଖବର ଅନୁଯାୟୀ ନାବାଳିକାର ଚିତ୍କାର ଶୁଣି ଏକ ପରିତ୍ୟକ୍ତ ଘରୁ ତାଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀମାନେ। ଏହି ଘଟଣାରେ ପଡ଼ୋଶୀ ଯୁବକକୁ ଥାନାରେ ଅଟକ ରଖି ପୁଲିସ୍‌ ପୋଲିସର ପଚରାଉଚରା ଜାରୀ ରଖିଛି।