Odiapua.com

ନବୀନ ନିବାସରେ ବିଜେଡି ନେତା

ଭୁବନେଶ୍ୱର, ୨୫/୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ନବୀନ ନୀବାସରେ ପହଞ୍ଚିଛନ୍ତି ବିଜେଡି ନେତା। ତେବେ ପାଟକୁରା ନିର୍ବାଚନ ଫଳାଫଳ ନେଇ ଆଲୋଚନା କରିବାକୁ ନେତା ମାନେ ନବୀନ ନୀବାସରେ ପହଞ୍ଚିଥିବା କୁହାଯାଇଛି।

ରଣେନ୍ଦ୍ରପ୍ରତାପ, ଅରୁଣ ସାହୁ, ଅତନୁ ସବ୍ୟସାଚୀ, ପ୍ରତାପ ଜେନା, ଦେବୀ ମିଶ୍ର ମଧ୍ୟ ଏହି ଆଲୋଚନାରେ ସାମିଲ ରହିଛନ୍ତି।